ରାଜ୍ୟରେ ଆଉ ୧୨ ମୁୂଣ୍ଡ ନେଲା କରୋନା

ରାଜ୍ୟରେ ଆଉ ୧୨ ମୁୂଣ୍ଡ ନେଲା କରୋନା

ରାଜ୍ୟରେ ଆଉ ୧୨ ମୁୂଣ୍ଡ ନେଲା କରୋନା
ଭୁବନେଶ୍ୱର : ଆଜି ରାଜ୍ୟରୁ ପୁଣି ୧୨ ଜଣଙ୍କ ମୁଣ୍ଡ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଳାରୁ ୨ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା ୧୨୫କୁ ବୃଦ୍ଧି ହୋଇଛି ।