ଆଜି ୩୪୯୦ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୪୯୦ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୪୯୦ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୪୯୦ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୦୯୪ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୩୯୬ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୩୮, ବାଲେଶ୍ୱରରୁ ୯୨, ବରଗଡରୁ ୮୧, ଭଦ୍ରକରୁ ୮୯, ବଲାଙ୍ଗୀର ୧୧୦, ବୌଦ୍ଧରୁ ୨୫, କଟକରୁ ୩୭୬, ଦେବଗଡରୁ ୨୭, ଢେଙ୍କାନାଳରୁ ୮୧, ଗଜପତି ୫୩, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୭୮, ଝାରସୁଗୁଡାରୁ ୧୦୩, କଳାହାଣ୍ଡିରୁ ୩୯, କନ୍ଧମାଳ ୮୪, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୫୫, ଖୋର୍ଦ୍ଧାରୁ ୫୩୫, କୋରାପୁଟରୁ ୯୩, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୨୦୭, ନବରଙ୍ଗପୁରରୁ ୪୦, ନୟାଗଡରୁ ୩୪, ନୂଆପଡାରୁ ୧୦୨, ପୁରୀରୁ ୨୧୭, ରାୟଗଡାରୁ ୨୦୬, ସମ୍ବଲପୁରରୁ ୮୫, ସୋନପୁରରୁ ୧୦୭ଏବଂ ସୁନ୍ଦରଗଡରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରେ ୧୦୨ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୮୨ ହୋଇଥିବା ବେଳେ ଏହା ମଧ୍ୟରୁ ୯୯୩୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୬୨ ରହିଛି ।