ଆଜିଠୁ ହାଟ ଓ ମାର୍କେଟରେ କଡା କଟକଣା

ଆଜିଠୁ ହାଟ ଓ ମାର୍କେଟରେ କଡା କଟକଣା

ଆଜିଠୁ ହାଟ ଓ ମାର୍କେଟରେ କଡା କଟକଣା
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ବିଏମସିର ପୂର୍ବ ଋଣକୌଶଳ ଲାଗୁ ହେବ । ଆଜିଠୁ ପୁଣି ହାଟ ଓ ବଜାର ବିକେନ୍ଦ୍ରୀକରଣ ନିୟମ ଲାଗୁ ହେବ । ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ୍ କରାଯିବ । ଡୁମୁଡୁମା, ପଟିଆ, ଡମଣା ମାର୍କେଟରେ କଟକଣା କଡାକଡି ହେବ । ସେହିପରି ୟୁନିଟ୍-୪ ୟୁନିଟ-୧, ୟୁନିଟ-୨ ମାର୍କେଟରେ ବି କଡା କଟକଣା ହେବ । ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମସି କମିଶନର ନିଦେ୍ର୍ଧଶ ଦେଇଛନ୍ତି । ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ବ୍ଲୁ ହ୍ୱିଲ୍ କୋଭିଡ ହସ୍ପିଟାଲ ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ । ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସ୍ପର୍ଶ ଓ କିମ୍ସ ହସ୍ପିଟାଲ ।