ଏସଟିଏଫରେ ହାଜର ହେଲେ ବିଜେପି ନେତା

ଏସଟିଏଫରେ ହାଜର ହେଲେ ବିଜେପି ନେତା

ଭୁବନେଶ୍ୱର: ଏସଟିଏଫରେ ହାଜର ହେଲେ ବିଜେପି ନେତା ଭୁବନ ମୋହନ ଜେନା । ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ନେଇ ସମ୍ପୃକ୍ତ ବିଜେପି ନେତା ଏସଟିଏଫରେ ହାଜର ହୋଇଛନ୍ତି । ସମ୍ପୃକ୍ତ ନେତା ଜଣକ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା । ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ନେଇ ଶ୍ରୀ ଜେନାଙ୍କୁ ଏସଟିଏଫ ପକ୍ଷରୁ ନୋଟିସ ହୋଇଥିଲା । ତଦନୁଯାୟୀ ଶ୍ରୀ ଜେନା ଆଜି ଏସଟିଏଫରେ ହାଜର ହୋଇଛନ୍ତି ।