ଫୋନି ପରବର୍ତୀ ସ୍ଥିତି ସମୀକ୍ଷା

ଫୋନି ପରବର୍ତୀ ସ୍ଥିତି ସମୀକ୍ଷା

ଫୋନି ପରବର୍ତୀ ସ୍ଥିତି ସମୀକ୍ଷା
ଭୁବନେଶ୍ୱର:ଓସଡମା କାର୍ଯ୍ୟାଳୟରେ ଏଓଆରସିଙ୍କ ସହ କେନ୍ଦ୍ରୀୟ ୩ ଜଣିଆ ପ୍ରତିନିଧିଙ୍କ ମଧ୍ୟରେ ଫୋନି ପରବର୍ତୀ ସ୍ଥିତି ସମୀକ୍ଷା ଚାଲିଛି । ବାତ୍ୟା ଫୋନି କେଉଁ ବିଭାଗର କେତେ କ୍ଷତି କରିଛି ସେ ବିଷୟରେ ଆଲୋଚନା ଚାଲିଛି । ବିିଭିନ୍ନ ବିଭାଗର ନୋଡାଲ ଅଫିସରଙ୍କ ସହ କେନ୍ଦ୍ରୀୟ ଟିମର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆଜି ବିଭିନ୍ନ ଜିଲ୍ଲାକୁ ଯାଇ କେନ୍ଦ୍ରୀୟ ଟିମ ଅନୁଧାନ କରିବେ । ଆଜି ଖୋର୍ଦ୍ଧା, କାଲି ପୁରୀ ଯାଇ ଗ୍ରାଉଣ୍ଡ ଜିରୋରୁ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।