ଆଜିର ରାଶିଫଳ ୧୦ ଡିସେମ୍ବର ୨୦୧୯(ମଙ୍ଗଳବାର)

ଆଜିର ରାଶିଫଳ ୧୦ ଡିସେମ୍ବର ୨୦୧୯(ମଙ୍ଗଳବାର)

ଆଜିର ରାଶିଫଳ ୧୦ ଡିସେମ୍ବର ୨୦୧୯(ମଙ୍ଗଳବାର)
ମେଷ: ମିତ୍ର ସୁଖ ଲାଭ କରିପାରନ୍ତି। ଏକପତ୍ନୀ ବ୍ରତଧାରୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ପରଦେଶବାସୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବୃଷ: ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିବେ। ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନ ମିଳିବ। ମନ ପ୍ରଫୁଲ୍ଲ ରହିବ। ବିଚାର ବିମର୍ଶ ପୂର୍ବକ କାର୍ୟ୍ୟ କଲେ ସଫଳତା ମିଳିବ। ଐଶ୍ୱର୍ୟ୍ୟଯୁକ୍ତ ହେବେ। ମିଥୁନ: ସୁ-ମଧୁର ଭାଷା ବ୍ୟବହାର କରି ସାଧାରଣରେ ଆଦରଣୀୟ ହେବେ। ଅତିଥି ସତ୍କାର କରି ଖର୍ଚ୍ଚାନ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ବିଜ୍ଞ ବ୍ୟକ୍ତିଙ୍କ ଠାରୁ ସୁପରାମର୍ଶ ମିଳିବ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି। କର୍କଟ: ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିବ। କରିତ୍କର୍ମା ହେବେ। ଶିକ୍ଷା ପ୍ରତି ଆଗ୍ରହୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସିଂହ: ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ପରମ ଶାନ୍ତି ଲାଭ କରିବେ। ପତ୍ନୀଙ୍କ ସହାୟତା ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କନ୍ୟା: ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ୍ ହେବେ। ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ। କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ତୁଳା: ଜରୁରୀ। ଅଷ୍ଟମ ଚନ୍ଦ୍ର ଥାଇ ମଧ୍ୟ, ବ୍ୟବସାୟ ଲାଭଜନକ ହେବ। ବ୍ୟବସାୟରେ କ୍ଷତି ହୋଇପାରେ। ପ୍ରୀତି ଲାଭ କରିପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶତ୍ରୁ ବଳବାନ୍ ଥିବାରୁ ସତର୍କତା ବିଛା: ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ବନ୍ଧୁ ସହାୟତା ମିଳିବ। ଗୁପ୍ତଧନର ସନ୍ଧାନ ପାଇପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ବନ୍ଧୁ ସହାୟତା ମିଳିବ। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବ ଜାଗ୍ରତ ହେବ। ଧନୁ: ପିଲାମାନଙ୍କ କାର୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କେବଳ ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ। ବଳବାନ୍ ଓ ଶତ୍ରୁହନ୍ତା ହୋଇପାରନ୍ତି। ମକର: ଜୁଆ କିମ୍ବା ଲଟେରିରୁ ଧନ ଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ବହୁ ଧନ ମିଳିବ। ପିଲାମାନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କୁମ୍ଭ: ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ୟ୍ୟ ପାଇଁ ଉତ୍ସାହଜନକ ପରାମର୍ଶ ଦେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମୀନ: ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗୃହକାର୍ୟ୍ୟର ପ୍ରଗତି ଘଟିବ। ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି।