ଏଆଇସିସି ନିଷ୍ପତ୍ତିରେ ପୁଅ ପ୍ରାର୍ଥୀ ହୋଇଥିଲା: ନିରଞ୍ଜନ

ଏଆଇସିସି ନିଷ୍ପତ୍ତିରେ ପୁଅ ପ୍ରାର୍ଥୀ ହୋଇଥିଲା: ନିରଞ୍ଜନ

ଏଆଇସିସି ନିଷ୍ପତ୍ତିରେ ପୁଅ ପ୍ରାର୍ଥୀ ହୋଇଥିଲା: ନିରଞ୍ଜନ
ଭୁବନେଶ୍ୱର: ସିଡବ୍ଲୁ୍ୟସିସି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପୁତ୍ରମୋହ ମତ ଉପରେ ନିଜ ପ୍ରତିକ୍ରିୟା ରଖି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନରେ ଯେଉଁ ନିର୍ବାଚନମଣ୍ଡଳୀରୁ ମୁଁ ପୁଅ ଛିଡ଼ା ହୋଇଥିଲା ସେଠାକୁ ମୁଁ ଦିନେ ହେଲେ ବି ଯାଇନାହିଁ । ଜିଲ୍ଲା କଂଗ୍ରେସର ମତାମତ ଓ ଆଇସିସି ନିଷ୍ପତ୍ତି କ୍ରମେ ସେ ପ୍ରାର୍ଥୀ ହୋଇଥିଲା । କେବଳ ମୋ ମତ ଅନୁସାରେ ମୋ ପୁଅ ପ୍ରାର୍ଥୀ ହୋଇନାହିଁ । ଅନ୍ୟମାନଙ୍କ କ୍ଷେତ୍ରରେ କ’ଣ ହୋଇଛି ସେ ସମ୍ପର୍କରେ ମୋତେ ଜଣାନାହିଁ । ଚିଦାମ୍ବରମ, କମଲନାଥ, ଗେହଲଟ ବୋଧେ ପୁଅଙ୍କ ପ୍ରତି ଅଧିକ ଧ୍ୟାନ ଦେଲେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।