ଏଚଡିଏଫସି ବ୍ୟାଙ୍କ ଏଟିଏମ ଗାଏବ

ଏଚଡିଏଫସି ବ୍ୟାଙ୍କ ଏଟିଏମ ଗାଏବ

ଏଚଡିଏଫସି ବ୍ୟାଙ୍କ ଏଟିଏମ ଗାଏବ
ଚଣ୍ଡିଖୋଲ : ଚଣ୍ଡିଖୋଲରେ ଆଜି ଏପରି ଏକ ଅଜବ ଘଟଣା ଘଟିଛି । ସହରରେ ଥିବା ଏକ ଏଚଡିଏଫସି ବ୍ୟାଙ୍କ ଏଟିଏମ ରାତାରାତି ଗାଏବ ହୋଇଯାଇଛି । ସକାଳୁ ଲୋକମାନେ ଏଟିଏମ ଭିତରକୁ ଟଙ୍କା ଉଠାଣ ପାଇଁ ଯାଇ ଦେଖିଲେ ଯେ ସମୁଦାୟ ଏଟିଏମ ମେସିନଟି ହିଁ ନାହିଁ । ତେବେ ଏହି ଏଟିଏମରେ କେତେ ଟଙ୍କା ଥିବା ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ପୁଲିସରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।