ଓଡ଼ିଶାକୁ କେଉଁ ରେଳ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ
ଓଡ଼ିଶାକୁ କେଉଁ ରେଳ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ
admin
Feb 4, 2021 - 06:53
Updated: Feb 4, 2021 - 06:53
ଭୁବନେଶ୍ୱର : ରେଳ ବଜେଟରେ ଓଡ଼ିଶା ନିମନ୍ତେ ୫୫୩୦ କୋଟି ଟଙ୍କାର ଅନୁଦାନ ମିଳିଛି । ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପ ପାଇଁ କେତେ କୋଟିର ପ୍ରାବଧାନ କରାଯାଇଛି ।
ନିର୍ମାଣ
ଖୋର୍ଦ୍ଧାରୋଡ଼-ବଲାଙ୍ଗୀର : ୧ ହଜାର କୋଟି ୫୦ ଲକ୍ଷ
ଅନୁଗୁଳ-ସୁକିନ୍ଦା : ୪୦୦ କୋଟି
ହରିଦାସପୁର-ପାରାଦ୍ୱୀପ : ୧୦୦ କୋଟି
କେନ୍ଦୁଝର-ଜଗଦଳପୁର : ୧୯୮ କୋଟି
ତାଳଚେର-ବିମଳାଗଡ : ୧୦ କୋଟି
ଜୟପୁର-ମାଲକାନାଗିରି : ୨୮ କୋଟି
ଜୟପୁର-ନବରଙ୍ଗପୁର : ୧୫.୧ କୋଟି
ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏ ଓଭର : ୨୦ କୋଟି
ଦୋହରୀକରଣ
ବାଂଶପାଣି-ଟମକା-ଦୈତାରୀ-ଯଖପୁରା : ୨୨୮ କୋଟି
ସମ୍ବଲପୁର-ତାଳଚେର : ୧୭୩.୭ କୋଟି
ଚମ୍ପାଝରଣ-ବିମଳାଗଡ଼ : ୨ କୋଟି
ବନ୍ଧମୁଣ୍ଡା-ରାଂଚି : ୩୨୦ କୋଟି
ତୃତୀୟ ଲାଇନ
ଖୋର୍ଦ୍ଧା-ବାରଙ୍ଗ : ୨୦ କୋଟି
ସମ୍ବଲପୁର-ଟିଟିଲାଗଡ଼ : ୨୦୦ କୋଟି
ଭଦ୍ରକ-ନିର୍ଗୁଣ୍ଡି : ୨୨୯ କୋଟି
ଜଗଦଲପୁର-କୋରାପୁଟ : ୧୬୫ କୋଟି
ବିଜୟନଗରମ-ଟିଟିଲାଗଡ଼-ସମ୍ବଲପୁର : ୪୫୦ କୋଟି
ଝରପଡ଼ା-ବୁଢ଼ାପଙ୍କ ତାଳଚେର ରୋଡ଼ ଫ୍ଲାଏ ଓଭର : ୧୦୧ କୋଟି
ବୁଢ଼ାପଙ୍କ-ଶାଳଗାଁ ଭାୟା ରାଜା ଆଠଗଡ଼ : ୨୧୫ କୋଟି
ଅରୁଗୁଳ-ହରିପୁର ଗ୍ରାମ ବାଇପାସ : ୧୧ କୋଟି
ବାଘୁଆପାଳ ଫ୍ଲାଏ ଓଭର : ୫ କୋଟି
ରାଉରକେଲା-ଝାରସୁଗୁଡ଼ା : ୨୩୦ କୋଟି
ନାରାୟଣଗଡ଼-ଭଦ୍ରକ : ୩୦୨ କୋଟି
ବନ୍ଧମୁଣ୍ଡା-ରାଉରକେଲା : ୨୯ କୋଟି
ମନୋହରପୁର-ବନ୍ଧମୁଣ୍ଡା : ୪୦ କୋଟି