ଓଡିଶା ପାଇଁ ସତର୍କ ସୂଚନା ନାହିଁ

ଓଡିଶା ପାଇଁ ସତର୍କ ସୂଚନା ନାହିଁ

ଓଡିଶା ପାଇଁ ସତର୍କ ସୂଚନା ନାହିଁ
ଭୁବନେଶ୍ୱର: ଭାରତ ମହାସାଗର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତା ୬ ଘଣ୍ଟାରେ ବାତ୍ୟା ଓ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ । ଏବେ ଚେନ୍ନାଇରୁ ୧୧୮୦ ଓ ମଚ୍ଛଲିପଟନମରୁ ୧୪୬୦ କିମି ଦୂରରେ ରହିଛି । ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ତାମିଲନାଡ଼ୁ-ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ।