ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚିଲା

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚିଲା

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ବର : କରୋନା ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ ମେନ୍ ଲିଖିତ ପରୀକ୍ଷା ଘୁଞ୍ଚିଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା ସମ୍ପର୍କୀୟ ସମସ୍ତ ତଥ୍ୟ ୱେବସାଇଟ ମାଧ୍ୟମରେ ସୂଚନା ଦିଆଯିବା । ସେପ୍ଟେମ୍ବର ବଦଳରେ ନଭେମ୍ବରରେ ମେନ ଲିଖିତ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସରକାରଙ୍କ ଗାଇଡ ଲାଇନ ଦେଖି ତାରିଖ ସ୍ଥିର କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ପରୀକ୍ଷା କୁ ବାରମ୍ବାର କରୋନା ପାଇଁ ବାତିଲ କରିବାକୁ ପଡିଛି ।