କଟକ SCB ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଜାରି

କଟକ SCB ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଜାରି

କଟକ SCB ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଜାରି
କଟକ ଏସସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଆଜିଠୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ୯୫ଟି ଘର ଉଚ୍ଛେଦ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଚୂନ ଭାଟି , ରାଣୀହାଟ , ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତି ଉଚ୍ଛେଦ । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗା କାର‌୍ୟ୍ୟ ଆରମ୍ଭ କରାଯାଇଛି । ଉଚ୍ଛେଦରେ ପ୍ରଭାବିତ ପରିବାରଙ୍କ ପାଇଁ ଜଗତପୁର ନିମପୁରରେ ଥଇଥାନ ବ୍ୟବସ୍ଥା କରାଯାଇଛି । ଏହାପୂର୍ବରୁ ଅନେକ ଦୋକାନ ମନ୍ଦିର , ଘର, କ୍ଲବ ଆଦି ଉଚ୍ଛେଦ କରାଯାଇଛି ।