କାଲିଠୁ ଖୋଲିବ ସମଲେଶ୍ୱରୀ ମନ୍ଦିର

କାଲିଠୁ ଖୋଲିବ ସମଲେଶ୍ୱରୀ ମନ୍ଦିର

କାଲିଠୁ ଖୋଲିବ ସମଲେଶ୍ୱରୀ ମନ୍ଦିର
ଭୁବନେଶ୍ୱର:କୋଭିଡ ନିୟମ ନେଇ ବିଭିନ୍ନ ମନ୍ଦିର ଖୋଲିବାରେ ଲାଗିଛି । ଆସନ୍ତାକାଲି ସମଲେଶ୍ୱରୀ ମନ୍ଦିର ଖୋଲିବାକୁ ଯାଉଛି । ସ୍ଥାନୀୟ ଲୋକଙ୍କୁ ପ୍ରଥମେ ୫ଦିନ ଦର୍ଶନ ସୁଯୋଗ ମିଳିବ । ୮ ତାରିଖ ଠାରୁ ସମସ୍ତ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ରହିବ । କୋଭିଡ୍ ଗାଇଡ୍ ଲାଇନ ମାନି ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ । ମନ୍ଦିର ଖୋଲିବା ନେଇ ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।