କେଉଁ ନେତାମାନେ ହେଲେ କଂଗ୍ରେସର ଜିଲ୍ଲା ସଭାପତି, ଜାଣନ୍ତୁ
କେଉଁ ନେତାମାନେ ହେଲେ କଂଗ୍ରେସର ଜିଲ୍ଲା ସଭାପତି, ଜାଣନ୍ତୁ
admin
Oct 18, 2020 - 08:46
Updated: Oct 18, 2020 - 08:46
ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ କଂଗ୍ରେସ ମହସଚିବ କେ.ସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ କିଏ କେଉଁ ଜିଲ୍ଲାର ସଭାପତି ନିଯୁକ୍ତ ହେଲେ ଜାଣନ୍ତୁ:
ଅନୁଗୁଳ- ବିପ୍ଳବ ଜେନା
ବଲାଙ୍ଗୀର- ଦିଲ୍ଲୀପ କୁମାର ବେହେରା
ବରଗଡ଼- ନିହାର ମହାନନ୍ଦ
ବାଲେଶ୍ୱର- ସଞ୍ଜୀବ ଗିରି
ଭଦ୍ରକ-ସୁବ୍ରତ ଦାସ
ଭୁବନେଶ୍ୱର-ବିଶ୍ୱଜିତ ଦାସ
ବୌଦ୍ଧ-ନବକିଶୋର ମିଶ୍ର
କଟକ- ମାନସ ଚୌଧୁରୀ
କଟକ ସିଟି- ଗିରିବାଳା ବେହେରା
ଦେଓଗଡ଼-ଉମାଶଙ୍କର ସାହୁ
ଢେଙ୍କାନାଳ- ସରୋଜ ପଟ୍ଟନାୟକ
ଗଞ୍ଜାମ-ରମେଶ ଚନ୍ଦ୍ର ଜେନା
ଗଜପତି- ଦାଶରଥୀ ଗମାଙ୍ଗୋ
ଜଗତସିଂହପୁର- ନଟବର ବାରିକ
ଯାଜପୁର-ମନୋଜ କୁମାର ରାଉତ
ଝାରସୁଗୁଡ଼ା- ଭରତ ଅବସ୍ତି
କନ୍ଧମାଳ-ଅନାମ ନାୟକ
କେନ୍ଦ୍ରାପଡ଼ା-ଅଂଶୁମାନ ମହାନ୍ତି
କେନ୍ଦୁଝର-ବିପ୍ଳବ ମିଶ୍ର
ଖୋର୍ଦ୍ଧା-ସୁରେଶ କୁମାର ରାଉତରାୟ
କୋରାପୁଟ-ମିନାକ୍ଷୀ ବାହିନୀପତି
ମୟୂରଭଞ୍ଜ-ହେମନ୍ତ ଦାସ
ମାଲକାନଗିରି- ଗୋବିନ୍ଦ ପାତ୍ର
ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ
ନୟାଗଡ଼- ରଣଜିତ ଦାସ
ନୂଆପଡ଼ା- ଘାସିରାମ ମାଝୀ
ପୁରୀ- ଅଜିତ ମଙ୍ଗରାଜ
ରାଉରକେଲା-ଜର୍ଜ ତିର୍କୀ
ରାୟଗଡ଼- ଦୁର୍ଗାପ୍ରସାଦ ପଣ୍ଡା
ସମ୍ବଲପୁର- ଅଶ୍ୱିନୀ ଗୁରୁ
ସୁବର୍ଣ୍ଣପୁର-ଗୌରୀଶ୍ୟାମ ପଣ୍ଡା
ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ
କଳାହାଣ୍ଡି- ଭରତ ଭୂଷଣ ବେମାଲ