କେଉଁ ବିଜେଡି ନେତାଙ୍କୁ କେଉଁ ନିଯୁକ୍ତି

କେଉଁ ବିଜେଡି ନେତାଙ୍କୁ କେଉଁ ନିଯୁକ୍ତି

କେଉଁ ବିଜେଡି ନେତାଙ୍କୁ କେଉଁ ନିଯୁକ୍ତି
୧- ଲେନିନ ମହାନ୍ତି- ସମ୍ପାଦକ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ୨- ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୩- ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଓ ଆଇଟି ୪- କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୫- ଉକ୍ରଳ କେଶରୀ ପରିଡ଼ା- ଉପଦେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ୬- ଦେବାଶିଷ ମଲ୍ଲିକ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ ୭- ସୁଲତା ଦେଓ- ଉପଦେଷ୍ଟା ମହିଳା ଓ ଶିଶୁ ବିକାଶ ବିଭାଗ ୮- ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ୯- ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ୧୦-ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ ୧୧-ଇଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ ୧୨-ପ୍ରଭାତ ଆଦିତ୍ୟ ମିଶ୍ର -ଅଧ୍ୟକ୍ଷ, ଆପିକଲ ୧୩-ଅନୂପ ସାଏ- ଅଧ୍ୟକ୍ଷ, ଓଡ଼ିଶା ଓୟାର ହାଉସିଂ କର୍ପୋରେସନ ୧୪-ଅସିତ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ବିକାଶ ନିଗମ ୧୫- ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟକରଣ ଯୋଜନା ୧୬- ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ କାଉସିଲ ୧୭-ମାନସ ମାଡ଼କାମୀ-ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ୧୮- ବିନୟ ଟପ୍ପୋ- ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦ ୧୯-ସୁସ୍ମିତା ବାଗଚୀ- ଅଧ୍ୟକ୍ଷ, ମୋ ସ୍କୁଲ ୨୦-ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ ୨୧-ମିନତୀ ବେହେରା- ଅଧ୍ୟକ୍ଷା, ମହିଳା କମିଶନ ୨୨- କସ୍ତୁରୀ ମହାପାତ୍ର- ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ ୨୩-ସୁଲୋଚନା ଦାସ- ଅଧ୍ୟକ୍ଷା, ରାଜ୍ୟ ଭିନ୍ନକ୍ଷମ କମିଶନ ୨୪- ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ ଶକ୍ତି ୨୫-ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅମରେନ୍ଦ୍ର ଦାସ : ଅଧ୍ୟକ୍ଷ, ଓଡ଼ିଶା କାଜୁ ନିଗମ ଲୁଲୁ ଅମାତ : ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ ଚିନ୍ମୟ ସାହୁ : ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଶ୍ରୀମୟୀ ମିଶ୍ର : ଅଧ୍ୟକ୍ଷ, ଓଟିଡ଼ିସି ଅମରେଶ ପତ୍ରୀ : ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ ସତ୍ୟବ୍ରତ ତ୍ରିପାଠୀ : ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ ବିଜୟ କୁମାର ନାୟକ : ଅଧ୍ୟକ୍ଷ, ଓଡ଼ିଶା ଯବୁ ମଙ୍ଗଳ ବୋଡର଼୍ ପ୍ରିୟଦର୍ଶୀ ମିଶ୍ର : ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋଡର଼୍ ନିଗମ ସୁବାସ ସିଂହ : ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ ବୋଡର଼୍ ସଂଜୀବ ପାଇକରାୟ : ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ