କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଗଲା

କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଗଲା

କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଗଲା
ଭୁବନେଶ୍ୱର : ମନ୍ତ୍ରୀ ମଣ୍ଡଳ ଶପଥ ନେବା ପରେ ସେମାନଙ୍କୁ ମନ୍ତ୍ରୀ ମଣ୍ଡଳ ବିଭାଗ ବଂଟନ କରାଯାଇଛି । ଆସନ୍ତୁ ଜାଣିବା କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଯାଇଛି । କ୍ୟାବିନେଟ ପାହ୍ୟା ମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ, ସାଧାରଣ ଓ ଅନ୍ୟାନ୍ୟ ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ ବିଭାଗ ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ ବିଭାଗ ସୁଶାନ୍ତ ସିଂ- ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ବିକ୍ରମ ଆରୁଖ-ଜଙ୍ଗଲ , ପରିବେଶ ଓ ସଂସଦୀୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ଖାଦ୍ୟ ଓ ଯୋଗାଣ , ସମବାୟ ବିଭାଗ ଅରୁଣ ସାହୁ-କୃଷି , ମତ୍ସ, ପଶୁସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରତାପ ଜେନା- ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ ସୁଦାମ ମାରାଣ୍ଡି- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ୍ମନୀ ଦିଆନ-ହସ୍ତ ଓ ବୟନ ଶିଳ୍ପ ବିଭାଗ ଅଶୋକ ପଣ୍ଡା- ବିଜ୍ଞାନ ଓ କାରିଗରୀ, ପବ୍ଲିକ ଏଟଂର ପ୍ରାଇଜର୍ସ ସମୀର ରଞ୍ଜନ ଦାଶ- ସ୍କୁଲ ଓ ଗଣଶିକ୍ଷା ବିଭାଗ ଦିବ୍ୟଶଙ୍କର ମିଶ୍ର- ଶକ୍ତ, ଶିଳ୍ପ, ଏମଏସଏମଇ ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ବିଭାଗ ପ୍ରେମାନନ୍ଦ ନାଏକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରଘୁନନ୍ଦନ ଦାସ-ଜଳ ସଂପଦ ଏବଂ ସୂଚନା ଲୋକ ସଂପର୍କ ବିଭାଗ ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବସେବା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଜଗନ୍ନାଥ ସାରକା- ଅନୁସୂଚିତ ଜାତି , ଜନଜାତି ବିକାଶ , ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ