ଜୁଆ ଆଡ୍ଡା ଉପରେ ଚଢାଉ, ୧୧ ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ, ୧୧ ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ, ୧୧ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲା ଗୁଡ଼ିଆପାଟଣା ପାତ୍ରଢେପରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ପାଟପୁର ଥାନା ପୁଲିସ ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ଉକ୍ତ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା। ସେଠାରୁ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୧୫ ହଜାର ଟଙ୍କା, ୧୦ ରୁ ଅଧିକ ବାଇକ, କିଛି ମୋବାଇଲ ଫୋନ ମଧ୍ୟ ଜବତ କରିଥିବା ସୂଚନା ମିଳିଛି।