ଟ୍ୱିନ୍ ସିଟି ପାଇଁ ୬୩ ପ୍ଲାଟୁନ ଫୋର୍ସ

ଟ୍ୱିନ୍ ସିଟି ପାଇଁ ୬୩ ପ୍ଲାଟୁନ ଫୋର୍ସ

ଟ୍ୱିନ୍ ସିଟି ପାଇଁ ୬୩ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର: ଆସୁଛି ପାର୍ବଣର ମହୋତ୍ସବ । ଓଡିଶାବାସୀ ଆନନ୍ଦ ଉଲ୍ଲାସରେ ଦଶହରା ପର୍ବକୁ ପାଳନ କରିବେ । ଏଥର ପୂଜାରେ କଟକ ଓ ଭୁବନେଶ୍ୱରରେ ମୁତୟନ ରହିବେ ୬୩ ପ୍ଲାଟୁନ ଫୋର୍ସ ପୋଲିସ । ରାଜଧାନୀରେ ଏଥର ୧୭୦ ମେଢ ହୋଇଥିବାଳେ ୫ଟି ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ । ପୂଜା ପାଇଁ ଟ୍ରାଫିକ ଆଡଭାଇଜରି ଜାରି ହେବ, କଟକଣା ଆହୁରି କଡାକଡି ହେବ । ଅସାମାଜିକ ତତ୍ୱଙ୍କ ଉପରେ କଡା ନଜର ରହିବ ବୋଲି ଡିସିପି କହିଛନ୍ତି ।