ଡେଙ୍ଗୁ କବଳରେ କଙ୍ଗନା

ଡେଙ୍ଗୁ କବଳରେ କଙ୍ଗନା

ଡେଙ୍ଗୁ କବଳରେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି  । ଜ୍ୱର ନ କମିବାରୁ ସେ ସୋମବାର ଡ଼ାକ୍ତରଖାନା ଯାଇଥିଲେ । ରକ୍ତ ପରୀକ୍ଷା କରିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା  । କଙ୍ଗନାଙ୍କ ଧଳା ରକ୍ତ କଣିକା କମିଯାଇଛି  । ଏବଂ ତାଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ରହିଛି ବୋଲି ଡାକ୍ତର କହିଛନ୍ତି  । ତେବେ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ତାଙ୍କୁ ଚିକିସôା କରୁଥିବା ଡ଼ାକ୍ତର କହିଛନ୍ତି  । କଙ୍ଗନାଙ୍କ ପ୍ରଡ଼କ୍ସନ୍ ହାଉସ ମଣିକର୍ଣ୍ଣକା ଫିଲ୍ମର ଅଫିସିଆଲ ହ୍ୟାଣ୍ଡେଲରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡିଛି  । ଅସୁସ୍ଥତା ଥାଇବି ସେ ସେଟରେ କାମ କରୁଛନ୍ତି  ।