ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୮୪, ଜାଣନ୍ତୁ କେଉଁ ରାଜ୍ୟରେ କେତେ

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୮୪, ଜାଣନ୍ତୁ କେଉଁ ରାଜ୍ୟରେ କେତେ

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୮୪, ଜାଣନ୍ତୁ କେଉଁ ରାଜ୍ୟରେ କେତେ
ଦେଶରେ କରୋନା ଯୋଗୁଁ ୨୬୩୮୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯୪୧ ଜଣ ଆରୋଗ୍ୟ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୮୨୬ରେ ପହଁଚିଛି । କୋଭିଡ଼ ୧୯ ଟ୍ରାକର ଏହି ତଥ୍ୟ ପ୍ରଦାନ କରିଛି । ସୂଚନାଯୋଗ୍ୟଯେ, ଏହା ସରକାରୀ ତଥ୍ୟ ନୁହେଁ । ତେବେ ବିଭିନ୍ନ ରାଜ୍ୟର ସରକାରୀ ତଥ୍ୟ ଆଧାରରେ ଏହି କୋଭିଡ଼ ଟ୍ରାକର ତଥ୍ୟ ପ୍ରଦାନ କରୁଛି । ସରକାରୀ ୱେବସାଇଟରେ ବିଳମ୍ବରେ ତଥ୍ୟ ଅପଡେ଼ଟ ହେଉଥିବାରୁ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତୁ୍ୟ ସଂଖ୍ୟା ସରକାରୀ ତଥ୍ୟ ତୁଳନାରେ ଅଧିକ ଥିବା ପ୍ରତୀୟମାନ ହେଉଛି । ମହାରାଷ୍ଟ୍ର : ୭୬୨୮ ଗୁଜୁରାଟ : ୩୦୭୧ ଦିଲ୍ଲୀ : ୨୬୨୫ ରାଜସ୍ଥାନ : ୨୧୪୧ ମଧ୍ୟପ୍ରଦେଶ : ୧୯୪୫ ତାମିଲନାଡ଼ୁ : ୧୮୨୧ ଉତରପ୍ରଦେଶ : ୧୭୯୩ ଆନ୍ଧ୍ରପ୍ରଦେଶ : ୧୦୧୬ ତେଲେଙ୍ଗାନା : ୯୯୦ ପଶ୍ଚିମବଙ୍ଗ : ୬୧୧ କର୍ଣ୍ଣାଟକ : ୫୦୦ ଜାମ୍ମୁକାଶ୍ମୀର : ୪୯୪ କେରଳ : ୪୫୮ ପଂଜାବ : ୩୦୮ ହରିୟାଣା : ୨୮୭ ବିହାର : ୨୫୧ ଓଡ଼ିଶା : ୧୦୩ ଝାରଖଣ୍ଡ : ୬୭ ଉତରାଖଣ୍ଡ : ୪୮ ହିମାଚଳପ୍ରଦେଶ : ୪୦ ଛତିଶଗଡ଼ : ୩୭ ଆସାମ : ୩୬ ଆଣ୍ଡାମାନ : ୩୩ ଚଣ୍ଡୀଗଡ଼ : ୨୮ ଲଦାଖ : ୨୦ ମେଘାଳୟ : ୧୨