ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩୭୩କୁ ବୃଦ୍ଧି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩୭୩କୁ ବୃଦ୍ଧି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩୭୩କୁ ବୃଦ୍ଧି ।
ଦେଶରେ ୧୩ ଶହ ୭୩ କୁ ବୃଦ୍ଧି ପାଇଲା କରୋନା ମୃତ୍ୟୁ ସଂଖ୍ୟା । ସେହିପରି ସାରାଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨ହଜାର ୫୩୩ ରହିଛି । ତେବେ ମହାରାଷ୍ଟ୍ର ରେ ଆକ୍ରାନ୍ତ ସଂଖ୍ୟା ୧୨ ହଜାର ୯୭୪ଓ ମୃତ୍ୟୁ ସଂଖ୍ୟା ୫୫୮ରହିଛି । ଗୁଜରାଟରେ ଆକ୍ରାନ୍ତ ସଂଖ୍ୟା ୫ହଜାର ୪୨୮ ଓ ମୃତ୍ୟୁ ସଂଖ୍ୟା ୨୯୦ ରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୫୪୯ ଓ ମୃତ୍ୟୁ ସଂଖ୍ୟା ୬୪ ଅଛି । ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ହଜାର ୮୪୬ ଓ ମୃତ୍ୟୁ ସଂଖ୍ୟା ୧୫୬ରହିଛି । ଆନ୍ଧ୍ରପ୍ରଦେଶରେ- ୩୩ ଆସାମରେ- ୧ ବିହାରରେ -୪ ଦିଲ୍ଲୀରେ -୬୪ ଗୁଜରାଟରେ- ୨୯୦ ହରିୟାଣାରେ -୫ ହିମାଚଳ ପ୍ରଦେଶରେ- ୧ ଜମ୍ମୁ ଓ କଶ୍ମୀରରେ- ୮ ଝାଡ଼ଖଣ୍ଡରେ -୩ କର୍ଣ୍ଣାଟକରେ -୨୫ କେରଳରେ -୪ ମଧ୍ୟପ୍ରଦେଶରେ- ୧୫୬ ମହାରାଷ୍ଟ୍ରରେ- ୫୪୮ ମେଘାଳୟରେ- ୧ ଓଡ଼ିଶାରେ- ୧ ପଞ୍ଜାବରେ -୨୧ ରାଜସ୍ଥାନରେ- ୭୧ ତାମିଲନାଡୁରେ- ୩୦ ତେଲେଙ୍ଗାନାରେ- ୨୯ ଉତ୍ତରପ୍ରଦେଶରେ- ୪୩ ଏବଂ ପଶ୍ଚମବଙ୍ଗରେ -୩୫