ଜାଣନ୍ତୁ କରୋନାରେ କେଉଁ ଦେଶରେ କେତେ ଜୀବନ ଯାଇଛି।

ଜାଣନ୍ତୁ କରୋନାରେ କେଉଁ ଦେଶରେ କେତେ ଜୀବନ ଯାଇଛି।

ଜାଣନ୍ତୁ କରୋନାରେ କେଉଁ ଦେଶରେ କେତେ ଜୀବନ ଯାଇଛି।
ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି । ପ୍ରାୟ ଅଧା ବିଶ୍ୱ ଏବେ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବିକଶିତ ହେଉକି ଅବିକଶିତ ସମସ୍ତଙ୍କୁ ନାଲି ଆଖି ଦେଖାଇଛି କରୋନା । ବିଶ୍ୱରେ କରୋନା ପାଇଁ ୧୮୧୯୩୮ ଲୋକଙ୍କ ମୃତୁ୍ୟ ଘଟିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଚାଇନା : ୪୬୪୨ ଜାପାନ : ୩୧୭ ଫିଲିଫାଇନ୍ସ : ୪୬୨ ସ୍ପେନ : ୨୨୧୫୭ ଇଟାଲୀ : ୨୫୫୪୯ ଜର୍ମାନୀ : ୫୩୨୧ ବ୍ରିଟେନ : ୧୮୭୩୮ ଫ୍ରାନ୍ସ : ୨୧୮୨୩ ତୁର୍କୀ : ୨୪୯୧ ଋଷିଆ : ୬୧୫ ବେଲଜିୟମ : ୨୨୮ ଇଣ୍ଡୋନେସିଆ : ୬୪୭ ଭାରତ : ୭୧୮ ଇରାନ : ୫୪୮୧ ଆମେରିକା : ୪୨୩୧୧ ବ୍ରାଜିଲ : ୧୯୦୬ କାନାଡ଼ା : ୨୦୨୮ ମେକ୍ସିକୋ : ୯୭୦