ଦେଶରେ ୧.୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଜାଣନ୍ତୁ କେଉଁ ରାଜ୍ୟରେ କେତେ ।

ଦେଶରେ ୧.୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଜାଣନ୍ତୁ କେଉଁ ରାଜ୍ୟରେ କେତେ ।

ଦେଶରେ ୧.୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଜାଣନ୍ତୁ କେଉଁ ରାଜ୍ୟରେ କେତେ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭୬୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୪୪୨୫ ଜଣ ସୁସ୍ଥ ହୋଇଥିବାବେଳେ ୪୩୩୭ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୮୩୦୦୪ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଆନ୍ଧ୍ରପ୍ରଦେଶ : ୩୧୭୧ ଆସାମ : ୬୧୬ ବିହାର : ୨୯୮୩ ଚଣ୍ଡୀଗଡ଼ : ୨୬୬ ଛତିଶଗଡ଼ : ୩୬୧ ଦିଲ୍ଲୀ : ୧୪୪୬୫ ଗୋଆ : ୬୭ ଗୁଜୁରାଟ : ୧୪୮୨୧ ହରିୟାଣା : ୧୩୦୫ ହିମାଚଳ ପ୍ରଦେଶ : ୨୪୭ ଜାମ୍ମୁକାଶ୍ମୀର : ୧୭୫୯ ଝାରଖଣ୍ଡ : ୪୨୬ କର୍ଣ୍ଣାଟକ : ୨୨୮୩ କେରଳ : ୯୬୩ ମଧ୍ୟପ୍ରଦେଶ : ୭୦୨୪ ମହାରାଷ୍ଟ୍ର : ୫୪୭୫୮ ଓଡ଼ିଶା : ୧୫୯୩ ପଞ୍ଜାବ : ୨୧୦୬ ରାଜସ୍ଥାନ : ୭୫୩୬ ତାମିଲନାଡ଼ୁ : ୧୭୭୨୮ ତେଲେଙ୍ଗାନା : ୧୯୯୧ ଉତରାଖଣ୍ଡ : ୪୦୧ ଉତରପ୍ରଦେଶ : ୬୫୪୮ ପଶ୍ଚିମବଙ୍ଗ : ୪୦୦୯