ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୮୧୫ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୨୨୫୮୭ ଜଣ ସୁସ୍ଥ ହୋଇଥିବାବେଳେ ୨୨୯୬ ଜଣ ମୃତୁ୍ୟବରଣ କରିଛନ୍ତି । ବିଭିନ୍ନ ରାଜ୍ୟର ସରକାରୀ ତଥ୍ୟ ଆଧାରରେ କୋଭିଡ଼ ଟ୍ରାକର ଏହି ତଥ୍ୟ ପ୍ରଦାନ କରିଛି । ମହାରାଷ୍ଟ୍ର : ୨୩୪୦୧ ଗୁଜୁରାଟ : ୮୫୪୨ ତାମିଲନାଡ଼ୁ : ୮୦୦୨ ଦିଲ୍ଳୀ : ୭୨୩୩ ରାଜସ୍ଥାନ : ୪୦୩୫ ମଧ୍ୟପ୍ରଦେଶ : ୩୭୮୫ ଉତରପ୍ରଦେଶ : ୩୫୭୩ ଆନ୍ଧ୍ରପ୍ରଦେଶ : ୨୦୧୮ ପଶ୍ଚିମବଙ୍ଗ : ୨୦୬୩ ପଞ୍ଜାବ : ୧୮୭୭ ତେଲେଙ୍ଗାନା : ୧୨୭୫ ଜାମ୍ମୁକାଶ୍ମୀର : ୮୭୯ କର୍ଣ୍ଣାଟକ : ୮୬୨ ହରିୟାଣା : ୭୩୦ ବିହାର : ୭୪୯ କେରଳ : ୫୨୦ ଓଡ଼ିଶା : ୪୧୪ ଚଣ୍ଡୀଗଡ଼ : ୧୮୧ ଝାରଖଣ୍ଡ : ୧୬୧ ତ୍ରିପୁରା : ୧୫୨ ଉତରାଖଣ୍ଡ : ୬୮ ଆସାମ : ୬୫ ଛତିଶଗଡ଼ : ୫୯ ହିମାଚଳପ୍ରଦେଶ : ୫୯ ଲଦାଖ : ୪୨ ଆଣ୍ଡାମାନ : ୩୩