ନଭେମ୍ବର ୧୨ରେ ବାଲିଯାତ୍ରା

ନଭେମ୍ବର ୧୨ରେ ବାଲିଯାତ୍ରା

ନଭେମ୍ବର ୧୨ରେ ବାଲିଯାତ୍ରା
ଭୁବନେଶ୍ୱର:ନଭେମ୍ବର ୧୨ରେ କଟକରେ ହେବ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରା ପାଇଁ ଆଜି ବୈଠକ ବସିଥିଲା । ବୈଠକ ପରେ କଟକ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ବୈଠକରେ ସିଏମସି କମିଶନରଙ୍କ ସହିତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।