ପୁଣି ଦବିଲା କାଠଯୋଡ଼ି ବ୍ରିଜ

ପୁଣି ଦବିଲା କାଠଯୋଡ଼ି ବ୍ରିଜ

ପୁଣି ଦବିଲା କାଠଯୋଡ଼ି ବ୍ରିଜ
ଭୁବନେଶ୍ୱର: ପୁଣି ଦବିଲା ବ୍ରିଜ । କାଠଯୋଡ଼ି ବ୍ରିଜ ଦବିଯାଇଥିବା ସୂଚନା ମିଳିଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗୋପାଳପୁର-ଲିଙ୍କରୋଡ ରାସ୍ତାର କାଠଯୋଡ଼ି ବ୍ରିଜ ଦବି ଯାଇଛି । ବ୍ରିଜ ଆରମ୍ଭରୁ ସମାନ୍ୟ ଦବି ଯାଇଥିବା ସୂଚନା ମିଳିଛି । ଦବି ଥିବା ବ୍ରିଜ ରାସ୍ତାକୁ ପୁଲିସ କର୍ଡନ କରିଛି ।