ପୁଣି ବାଘ, ଲୋକେ ଛାନିଆ

ପୁଣି ବାଘ, ଲୋକେ ଛାନିଆ

ପୁଣି ବାଘ, ଲୋକେ ଛାନିଆ
ନୂଆପଡ଼ା: କୋମନା ବ୍ଲକ ଦେଓଦରା ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ବାଘଟି ରାତିରେ ୨ଟି ଛେଳି ମାରି ଜଙ୍ଗଲ ଭିରତରକୁ ନେଇଯାଇଥିବା ସୂଚନା ମିଳିଛି । ପାଦ ଚିହ୍ନରୁ କଲାରାପତରିଆ ବାଘ ସନେ୍ଦହ କରାଯାଉଛି । ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କ ୩ ଗାଈକୁ ବାଘ ମାରି ଖାଇଥିଲା । କଲରାପତରିଆ ବାଘର ଆତଯାତ ଯୋଗୁଁ ଲୋକେ ଭୟଭୀତ ହୋଇଥିବା ଜଣାଯାଇଛି ।