୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ

୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ

୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ
ଭୁବନେଶ୍ୱର: ଜୁନ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ । ଦିନ ୧୨ଟା ସମୟରେ ଗୀତ ଗୋବିନ୍ଦ ଭବନରେ ପ୍ରକାଶ ପାଇବ ରେଜଲ୍ଟ । ୱେବସାଇଟ ଜରିଆରେ ଏହି ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ୱେବସାଇଟ- www.chseodisha.nic.in, ୱେବସାଇଟ-http://orissaresults.nic.inରେ ମିଳିବ ଫଳ । ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ୯୯ ହଜାରରୁ ଅଧିକ ପରୀକ୍ଷାର୍ଥି ଦେଇଥିଲେ ପରୀକ୍ଷା । ସୂଚନାଯୋଗ୍ୟ ଯେ, ଗତବର୍ଷ ମେ ୧୯ରେ ପ୍ରକାଶ ପାଇଥିଲା ପରୀକ୍ଷା ଫଳ ।