ବୃଦ୍ଧାଙ୍କୁ ଝୁଣି ମାରିଲେ କୁକୁର

ବୃଦ୍ଧାଙ୍କୁ ଝୁଣି ମାରିଲେ କୁକୁର

ବୃଦ୍ଧାଙ୍କୁ ଝୁଣି ମାରିଲେ କୁକୁର
ଧର୍ମଗଡ: ବୃଦ୍ଧାଙ୍କୁ ଝୁଣି ମାରିଦେଲେ କୁକୁର ପଲ । ଏଭଳି ଅଭାବନୀୟ ଘଟଣା ଧର୍ମଗଡରର ଗୋଲମୁଣ୍ଡା ଥାନା ବାଞ୍ଜିବାହାଲ ଗାଁରେ ଘଟିଛି । ବୃଦ୍ଧା ଜଣକ ସକାଳେ ଶୌଚ ପାଇଁ ଗଲା ବେଳେ ଆକ୍ରମଣ କରିଥିଲେ କୁକୁର ପଲ । ସେଥିରେ ୮ ଏବଂ ୧୦ ଟି କୁକୁର ବୃଦ୍ଧାଙ୍କୁ ଗୋଡେଇ ଗୋଡେଇ କାମୁଡି ଥିଲେ । ଯାହାଫଳରେ ବୃଦ୍ଧାଙ୍କ ମୃତୁ୍ୟ ଘଟିଥିଲା ।