ଫୋନି ପାଇଁ ୨୪ ଘଂଟିଆ ପୋଲିସ କଂଟ୍ରୋଲ ରୁମ

ଫୋନି ପାଇଁ ୨୪ ଘଂଟିଆ ପୋଲିସ କଂଟ୍ରୋଲ ରୁମ

ଫୋନି ପାଇଁ  ୨୪ ଘଂଟିଆ ପୋଲିସ କଂଟ୍ରୋଲ ରୁମ
ଭୁବନେଶ୍ୱର: ବାତ୍ୟା ଫୋନି ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୪ ଘଂଟିଆ ପୋଲିସ କଂଟ୍ରୋଲ ରୁମ ପ୍ରସ୍ୁତ ପାଇଁ ଡିଜିପିଙ୍କ ନିଦେ୍ର୍ଧଶ ଦିଆଯାଇଛି । ରିଲିଫ ଥଇଥାନ କାର୍ଯ୍ୟରେ ସହଯୋଗ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିଦେ୍ର୍ଧଶ । ଅଧିକ ଫୋର୍ସ ସଜାଗ ରହିବା ସହ ଆଇପିଏସଙ୍କ ଛୁଟି ବାତିଲ ନିଦେ୍ର୍ଧଶ ଦିଆଯାଇଛି । ଯେଉଁମାନେ ଛୁଟିରେ ରହୁଥିଲେ ସେମାନଙ୍କୁ ଅଫିସରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିଦେ୍ର୍ଧଶ କରିଛନ୍ତି ।