ଫ୍ରିଜରେ କ’ଣ ରଖିବେ ନାହିଁ ଆସନ୍ତୁ ଜାଣିବା

ଫ୍ରିଜରେ କ’ଣ ରଖିବେ ନାହିଁ ଆସନ୍ତୁ ଜାଣିବା

ଫ୍ରିଜରେ କ’ଣ ରଖିବେ ନାହିଁ ଆସନ୍ତୁ ଜାଣିବା
ଫ୍ରିଜରେ ଥଣ୍ଡା ତାପମାତ୍ରାରେ ବ୍ରେଡ ରଖିଲେ ଏହା ଶୀଘ୍ର ଶୁଖିଯାଏ । ଯାହା ଫଳରେ ବ୍ରେଡ ଖରାପ ହୋଇଯାଇଥାଏ । ଲେମ୍ବୁରେ ସାଇଟି୍ରକ ଏସିଡ ରହିଛି । ଏଥିପାଇଁ ଲେମ୍ବୁ ଫ୍ରିଜରେ ରଖିବା ଦ୍ୱାରା ଏହାର ଚୋପା ଉପରେ ଦାଗ ପଡ଼ିବା ସହ ଏହା ସ୍ୱାଦ ବଦଳି ଯାଇଥାଏ । ବେଶୀ ଦିନ ଫ୍ରିଜରେରେ ମହୁ ରହିଲେ ମହୁ ଚିନିପରି ଗୋଲା ଗୋଲା ହୋଇଯାଇଥାଏ । ସେଓକୁ ଫ୍ରିଜରେରେ ଖାଲି ରଖିଲେ ଏହା ଖରାପ ହେବାର ସମ୍ଭାବନା ଅଧିକ ରହିଛି । ଏଥିପାଇଁ ଏହାକୁ ପେପରରେ ଗୁଡ଼ାଇ ରଖନ୍ତୁ । କଫି ପାଉଡରକୁ ଫ୍ରିଜରେ ରଖିଲେ ଏହାର ବାସ୍ନା କମିବା ସାଙ୍ଗକୁ ଫ୍ରିଜରେରେ ଥିବା ଅନ୍ୟ ପଦାର୍ଥ ବାସ୍ନା ଖରାପ କରିଦେଇଥାଏ । ଅଣ୍ଡାକୁ ବେଶୀ ଦିନ ଫ୍ରିଜରେରେ ରଖନ୍ତୁ ନାହିଁ । ଫ୍ରିଜରେରେ ରଖିବା ଦ୍ୱାରା ଏଥିରେ ନିଉଟି୍ରଅସ କମି ଯାଇଥାଏ । ଫି୍ରଜ୍‍ରେ କଦଳୀ ରଖିଲେ ଏଥ୍‍ôରୁ ବାହାରୁଥିବା ଗ୍ୟାସ ଅନ୍ୟ ଫଳକୁ ପଚାଇ ଦେଇଥାଏ । ଏଥିପାଇଁ କଦଳୀକୁ ପେପର ଗୁଡ଼ାଇ ରଖନ୍ତୁ । ଟମାଟୋକୁ ଫି୍ରଜରେ ରଖିଲେ ଏହା ଶୀଘ୍ର ପାଚିଯାଏ ।