ବନ୍ଦ ହୋଇପାରେ ବସ ଚଳାଚଳ ।

ବନ୍ଦ ହୋଇପାରେ ବସ ଚଳାଚଳ ।

ବନ୍ଦ ହୋଇପାରେ ବସ ଚଳାଚଳ ।
ବସ ଚଳାଚଳ ବନ୍ଦ ହେବା ନେଇ ପୁଣି ଥରେ ଆଶଙ୍କା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତାଙ୍କ କହିବା ଅନୁଯାୟୀ କରୋନା ଯୋଗୁଁ ଭୟରେ ଲୋକେ ବସରେ ଯାଉନାହାନ୍ତି । ଲୋକ ହେଉନଥିବାରୁ ମାଲିକ ଗାଡ଼ି ବି ନେଉନାହାନ୍ତି । ଓଏସଆରଟିସିର ୨୦ଟି ରୁଟରେ ବସ ଚାଲୁଛି । ଘରୋଇ ବସ ବି ସବୁ ଚାଲୁଛି । ଲୋକ ନହେଲେ ବାଧ୍ୟ ହୋଇ ବସ ବନ୍ଦ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।