ବାସ୍ ! ଆଉ କିଛି ଦିନ

ବାସ୍ ! ଆଉ କିଛି ଦିନ

କେତେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ହରେଇବାକୁ ଆସିଛି। ହେଲେ ଏ ଜାତି କେବେ ଭାଙ୍ଗି ପଡିନି କି ଭାଙ୍ଗିବ ନାହିଁ। ବାସ୍ ଆଉ କିଛି ଦିନର ଅପେକ୍ଷା, ଏ ମହାମାରୀ ବି ଚାଲିଯିବ। ପୁଣି ଫେରିବ ସେ ଖୁସିର ଦିନ। ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ। ପୁଣି ହସିବ ଓଡ଼ିଶା। #ଜୟଜଗନ୍ନାଥ ????