ବିଜେଡି ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ : ପିନାକୀ

ବିଜେଡି ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ : ପିନାକୀ

ବିଜେଡି ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ : ପିନାକୀ
ନୂଆଦିଲ୍ଲୀ: ଆଜି ଲୋକସଭାରେ ନୂତନ ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି । ନୂତନ ବାଚସ୍ପତିଙ୍କୁ ସ୍ୱାଗତ କରିବା ଆଳରେ ବିଜେଡି ନିଜର ଆଭିମୁଖ୍ୟ ରଖିଛି । ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ବିଜୁ ଜନତା ଦଳ କେବେ ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ । ତର୍କ ଏବଂ ବିତର୍କ ଦ୍ୱାରା ସମସ୍ୟାର ସମାଧାନ କରି ହେବ ବୋଲି ଆମ ନେତା ମାନେ ସବୁବେଳେ ଆଭିମୁଖ୍ୟ ରଖି ଆସିଛନ୍ତି । ଷ୍ଟାଣ୍ଡିଂ କମିଟି ଯାଂଚ କାର୍ଯ୍ୟ ଗୃହରେ ନିହାତି ଦରାକର ରହିଛି । ବିଜେଡି ପକ୍ଷରୁ ଆପଣକୁ କୌଣସି ପ୍ରକାର ଅସୁବିଧା ଦିଆଯିବନି ବୋଲି ପିନାକୀ ମିଶ୍ର କହିଛନ୍ତି ।