ବିଦୁ୍ୟତ୍ ଆଘାତରେ ୫ ମୃତ

ବିଦୁ୍ୟତ୍ ଆଘାତରେ ୫ ମୃତ

ବିଦୁ୍ୟତ୍ ଆଘାତରେ ୫ ମୃତ
ଭୁବନେଶ୍ୱର:ବିଭିନ୍ନ ଜାଗାରେ ବିଦୁ୍ୟତ୍ କରେଂଟ ଲାିଗ ୫ ଜଣଙ୍କ ମୃତୁ୍ୟ ଘଟିଛି । ଲୋଇସଂହାର ୨ ଜଣ, ନୟାଗଡରେ ୨ ଜଣ ଓ କଂଟାବାଞ୍ଜିରେ ୧ମୃତୁ୍ୟ ଘଟିଛି । ଲୋଇସିଂହା ଥାନା ଆଗଲପୁର ଗାଁରେ ସ୍ୱାମୀ, ସ୍ତ୍ରୀଙ୍କ ମୃତୁ୍ୟ ଘଟିଛି । କଂଟାବାଞ୍ଜି ମୁରିବାହାଲରେ ଭଉଣୀଙ୍କୁ ବଂଚାଇବାକୁ ଯାଇ ଭାଇର ମୃତୁ୍ୟ ହୋଇଥିଲା । ନୟାଗଡ ରଣପୁର ଥାନା ଗୋଡିପଡା ରଙ୍କଦେଉଳ ଗାଁରେ ୨ ଜଣଙ୍କ ମୃତୁ୍ୟ ଘଟିଛି ।