ବିଦ୍ୟୁତ ନେଲା ଦାମ୍ପତିଙ୍କ ଜୀବନ

ବିଦ୍ୟୁତ ନେଲା ଦାମ୍ପତିଙ୍କ ଜୀବନ

ବିଦ୍ୟୁତ ନେଲା ଦାମ୍ପତିଙ୍କ ଜୀବନ
ଫୁଲବାଣୀ: ଆମ୍ବ ତୋଳିବା ବେଳେ ବିଦ୍ୟୁତ ଆଘତରେ ଜଣେ ଦମ୍ପତିଙ୍କର ମୃତୁ୍ୟ ଘଟିଛି । ଏପରି ଘଟଣା ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ସ୍ଥିତ ବନ୍ଦଗଡ ଗାଁରେ ଘଟିଛି । ସ୍ତ୍ରୀଲୋକଟି ରାସ୍ତା ପାଶ୍ୱର୍କୁ ଆମ୍ବ ତୋଳିବା ପାଇଁ ଯାଉଥିବା ବେଳେ ହଠାତ ବିଦ୍ୟୁତ ତାର ଦେହରେ ବାଜିଯାଇଥିଲା । ଯାହାକି ଦମ୍ପତିଙ୍କର ମୃତୁ୍ୟ ହୋଇଛି ।