ବ୍ରଣରୁ ମୁକ୍ତି କେମିତି
ବ୍ରଣରୁ ମୁକ୍ତି କେମିତି
ପୁରାତନ ଯୁଗରୁ ନିମ୍ବ ପତ୍ରର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କର ସାମ୍ୟକ ଧାରଣା ରହିଛି । ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନିମ୍ବ ପତ୍ର । ଯାହା ସୁସ୍ଥ, ଏବଂ ସୁନ୍ଦର ତ୍ୱଚା ପାଇଁ ବେଶ ଲାଭଦାୟକ । ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ନିମ୍ବପତ୍ର । ମୁଖ୍ୟତଃ ବ୍ରଣ ସମସ୍ୟାର ଉପଚାର ପାଇଁ ଆସନ୍ତୁ ଜାଣିବା କିପରି ଘରେ ପ୍ରସ୍ତୁତ କରିବେ ନିମ୍ବପତ୍ର ଫେସ ପ୍ୟାକ୍ ।
- ନିମ୍ବପତ୍ରକୁ ଗୁଣ୍ଡ କରି ସେଥିରେ ଚାଉଳ ଚୂନା କିମ୍ବା ବେସନ ଏବଂ ଦହିକୁ ଏକାଠି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ। ତାପରେ ଏହି ପ୍ୟାକ୍କୁ ନେଇ ମୁହଁ,ବେକ ଏବଂ ପିଠିରେ ଲଗାଇବେ। ତାପରେ ଏହା ଅଳ୍ପ ଶୁଖି ଆସିଲେ ହାତରେ ଧିରେ ଧିରେ ୫ରୁ ୧୦ ମିନିଟ ମସାଜ କରିବେ। ତାପରେ ଏହାକୁ ସମ୍ପୁର୍ଣ୍ଣ ଶୁଖିବାକୁ ଛାଡ଼ିଦେବେ। ଏହାପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ସଫା କରିବେ। ଏହା ସପ୍ତାହକୁ ଦୁଇରୁ ତିନି ଥର କରି ପାରିବେ।
ଏପରି କରିବା ଦ୍ୱାରା,ଏହା ବ୍ରଣ ସମସ୍ୟାକୁ ଦୂର କରିବା ସହିତ ତ୍ୱଚାକୁ ମୁଲାୟମ କରିଥାଏ । ଯୁଗରୁ ନିମ୍ବ ପତ୍ରର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କର ସାମ୍ୟକ ଧାରଣା ରହିଛି। ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନିମ୍ବ ପତ୍ର। ଯାହା ସୁସ୍ଥ, ଏବଂ ସୁନ୍ଦର ତ୍ୱଚା ପାଇଁ ବେଶ ଲାଭଦାୟକ । ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ନିମ୍ବପତ୍ର । ମୁଖ୍ୟତଃ ବ୍ରଣ ସମସ୍ୟାର ଉପଚାର ପାଇଁ ଆସନ୍ତୁ ଜାଣିବା କିପରି ଘରେ ପ୍ରସ୍ତୁତ କରିବେ ନିମ୍ବପତ୍ର ଫେସ ପ୍ୟାକ୍।
- ନିମ୍ବପତ୍ରକୁ ଗୁଣ୍ଡ କରି ସେଥିରେ ଚାଉଳ ଚୂନା କିମ୍ବା ବେସନ ଏବଂ ଦହିକୁ ଏକାଠି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ। ତା'ପରେ ଏହି ପ୍ୟାକ ନେଇ ମୁହଁ,ବେକ ଏବଂ ପିଠିରେ ଲଗାଇବେ। ତାପରେ ଏହା ଅଳ୍ପ ଶୁଖି ଆସିଲେ ହାତରେ ଧିରେ ଧିରେ ୫ରୁ ୧୦ ମିନିଟ ମସାଜ କରିବେ । ତାପରେ ଏହାକୁ ସମ୍ପୁର୍ଣ୍ଣ ଶୁଖିବାକୁ ଛାଡ଼ିଦେବେ। ଏହାପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ସଫା କରିବେ। ଏହା ସପ୍ତାହକୁ ଦୁଇରୁ ତିନି ଥର କରି ପାରିବେ।
ଏପରି କରିବା ଦ୍ୱାରା,ଏହା ବ୍ରଣ ସମସ୍ୟାକୁ ଦୂର କରିବା ସହିତ ତ୍ୱଚାକୁ ମୁଲାୟମ କରିଥାଏ ।




admin 