ଭାଇରାଲ୍ ଅଡିଓ ମାମଲା : ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭାଇରାଲ୍ ଅଡିଓ ମାମଲା : ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭାଇରାଲ୍ ଅଡିଓ ମାମଲା : ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର : ଭାଇରାଲ୍ ଅଡିଓ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଜାମିନ ମିଳିଛି । ଭୁବନେଶ୍ୱର ସ୍ଥିତ ଏସଡିଜିଏମ୍ କୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କ ରିମାଣ୍ଡ ଅବଧି ସରିବା ପୂର୍ବରୁ ଆଜି ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରକାଶ ।