ଭାରତରେ ନିର୍ମିତ ମେଟ୍ରୋ ଟ୍ରେନ ଅଷ୍ଟ୍ରେଲିଆରେ ଚାଲିବ

ଭାରତରେ ନିର୍ମିତ ମେଟ୍ରୋ ଟ୍ରେନ ଅଷ୍ଟ୍ରେଲିଆରେ ଚାଲିବ

ଭାରତରେ ନିର୍ମିତ ମେଟ୍ରୋ ଟ୍ରେନ ଅଷ୍ଟ୍ରେଲିଆରେ ଚାଲିବ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ସିଡନୀ ଠାରେ ପ୍ରଥମ ଥର ପାଇଁ ଡ୍ରାଇଭର ବିହୀନ ମେଟ୍ରୋ ଟ୍ରେନର ଚାଲିବ । ଏହି ଟ୍ରେନ ନର୍ଥ ବେଷ୍ଟ ରେଳ ଲିଙ୍କରେ ତଲ୍ଲାବାଗ ଷ୍ଟେସନରୁ ଚେଡସବୁଗ ଷ୍ଟେସନ ମଧ୍ୟରେ ୧୩ଟି ଷ୍ଟେସନରେ ଚାଲିବ । ଉଲ୍ଲେଖନୀୟ ଯେ ଦେଶୀ ଓ ବିଦେଶୀ କମ୍ପାନୀ ମାନଙ୍କର ନିର୍ମାଣକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ମେକ ଇନ ଇଣ୍ଡିଆ ଇଭିଯାନରେ ଏହି ମେଟ୍ରୋକୁ ଭାରତରେ ଆସେମ୍ବଲ କରା ଯାଇ ତିଆରି କରା ଯାଇଛି । ଏହାକୁ ମେକ ଇନ ଇଣ୍ଡିଆର ସଫଳତା ବୋଲି କୁହା ଯାଉଛି ।