ମହଲତ ମାଗିଲେ ମୋକିମ

ମହଲତ ମାଗିଲେ ମୋକିମ

ମହଲତ ମାଗିଲେ ମୋକିମ
କଟକ: ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା । ଏନେଇ ଜବାବ ଦାଖଲ ପାଇଁ ବିଧାୟକ ମହମ୍ମଦ ମୋକିମ ମହଲତ ମାଗିଛନ୍ତି । ତେବେ ହାଇକୋର୍ଟ ଆସନ୍ତା ଅକ୍ଟୋବର ୨୫ ପର୍ଯ୍ୟନ୍ତ ବିଧାୟକ ମହମ୍ମଦ ମୋକିମ ମହଲତ ଦେଇଛନ୍ତି । ଅକ୍ଟୋବର ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଧ୍ୟ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।