ମହୁମାଛି ଆକ୍ରମଣରେ ଜଣେ ମୃତ, ୨ ଗରୁତର

ମହୁମାଛି ଆକ୍ରମଣରେ ଜଣେ ମୃତ, ୨ ଗରୁତର

ମହୁମାଛି ଆକ୍ରମଣରେ ଜଣେ ମୃତ, ୨ ଗରୁତର
ରାୟଗଡା: ମହୁମାଛି ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୁକୁନ୍ଦପୁର ଫାଣ୍ଡି ଭେଜା ଗାଁରେ ଏଭଳି ଏକ ଘଟଣା ଘଟିଛି । ଜଙ୍ଗଲକୁ ସମସ୍ତେ ଆମ୍ବ ତୋଳିବାକୁ ଯାଇଥିବା ବେଳେ ଦଂଶିଲା ମହୁମାଛି । ମହୁମାଛି ଆକ୍ରମଣରେ ବାଳକଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।