ମାଲକାନାଗିରି ଥାନା ଆଇଆଇସି ନିଲମ୍ବିତ

ମାଲକାନାଗିରି ଥାନା ଆଇଆଇସି ନିଲମ୍ବିତ

ମାଲକାନାଗିରି ଥାନା ଆଇଆଇସି ନିଲମ୍ବିତ
ଭୁବନେଶ୍ୱର: ମାଲକାନାଗିରି ଥାନା ଆଇଆଇସି ରଞ୍ଜନ ସାହୁଙ୍କୁ ସସପେଣ୍ଡ କରାଯାଇଛି । ଶ୍ରୀ ସାହୁଙ୍କୁ ଡିଜିପି ଆର.ପି ଶର୍ମା ସସପେଣ୍ଡ କରିଛନ୍ତି । ଶ୍ରୀ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଶ୍ରୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଶ୍ରୀ ସାହୁଙ୍କ ସହ ଆଉ ୨ ପୁଲିସ ଅଧିକାରୀ ବି ଧରାପଡ଼ିଥିଲେ ।