ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ
ରାଉରକେଲା: ଆଜି ଏକ ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି । ମାଲଗୋଦାମ ଟ୍ରାକରେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହାର କାରଣ ଅସ୍ପଷ୍ଟ ରହିଥିବା ସୂଚନା ମଳିଛି । ଟ୍ରେନଟି ସିମେଂଟ ବୋଝେଇ କରି ରାୟପୁରରୁ ପଶ୍ଚିମବଙ୍ଗ ଯାଉଥିଲା