ମେଡିକାଲ ଆଡମିଶନ ସ୍ପଟ କାଉନସେଲିଂ

ମେଡିକାଲ ଆଡମିଶନ ସ୍ପଟ କାଉନସେଲିଂ

ମେଡିକାଲ ଆଡମିଶନ ସ୍ପଟ କାଉନସେଲିଂ
ଭୁବନେଶ୍ୱର: ଏମବିବିଏସ ଓ ବିଡିଏସରେ ନାମ ଲେଖା ପାଇଁ ଆଉ ଥରେ ସ୍ପଟ କାଉନସେଲିଂ କରାଯିବ । ଏସସିବି ଡେଣ୍ଟାଲ କଲେଜରେ ବିଡିଏସ ଓ ହାଇଟେକ ମେଡିକାଲ କଲେଜରେ ଏମବିବିଏସ ପାଇଁ ଏହି ସ୍ପଟ କାଉନସେଲିଂ କରାଯିବ । ଆସନ୍ତା ଅଗଷ୍ଟ ୨୧ ଓ ୨୨ ତାରିଖ ଦିନ ସ୍ପଟ କାଉନସେଲିଂ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ଜେଇଇ ସେଲରେ ସ୍ପଟ କାଉନସେଲିଂ କରାଯିବା ନେଇ ସୂଚନା ମିଳିଛି ।