ମୋଦୀଙ୍କୁ ସ୍ୱାଗତ କଲେ ତୁଲସୀ ଗବାର୍ଡ

ମୋଦୀଙ୍କୁ ସ୍ୱାଗତ କଲେ ତୁଲସୀ ଗବାର୍ଡ

ମୋଦୀଙ୍କୁ ସ୍ୱାଗତ କଲେ ତୁଲସୀ ଗବାର୍ଡ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ହଷ୍ଟନରେ ଆୟୋଜିତ "ହାଓଡି ମୋଦୀ' କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ସ୍ୱାଗତ କରିଛନ୍ତି ଆମେରିକାର ଡେମୋକ୍ରାଟିକ୍ ପାର୍ଟି ସଦସ୍ୟ ତୁଲସୀ ଗବାର୍ଡ । ମୋଦୀଙ୍କୁ ନମସ୍ତେ କହି ତୁଲସୀ "ହାଓଡି ମୋଦୀ' କାର୍ଯ୍ୟକ୍ରମକୁ ତାଙ୍କୁ ସ୍ୱାଗତ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ଆୟୋବାରେ ପୂର୍ବ ନିର୍ଦ୍ଧାରିତ ଏକ ପ୍ରଚାର କାର୍ଯ୍ୟକ୍ରମ ପାଇଁ ତୁଲସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ।