ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ : ପୁଅକୁ ପଛରେ ପକାଇଲେ ଝିଅ

ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ : ପୁଅକୁ ପଛରେ ପକାଇଲେ ଝିଅ

ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ : ପୁଅକୁ ପଛରେ ପକାଇଲେ ଝିଅ
ଆଜି ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଛି । ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଚଳିତ ଥର ୨ଲକ୍ଷ ୧୯ ହଜାର ୭୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ପାସ୍‌ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ଜଣ । ପୁଅଙ୍କ ପାସ୍‌ ହାର୍‌ ୫୭.୫୩% ରହିଥିବାବେଳେ ଝିଅଙ୍କ ପାସ୍‌ ହାର ରହିଛି ୭୪.୪୮% । ସେହିପରି ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ ପାସ୍‌ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୨୬ ହଜାର ୦୨୭ ଜଣ, ତୃତୀୟଶ୍ରେଣୀରେ ୧ଲକ୍ଷ ୧୦୧ଜଣ ପାସ୍‌ କରିଛନ୍ତି । ଚଳିତ ଥର କଳାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।