ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ
ଭୁବନେଶ୍ୱର:ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ପୀଠରେ ପୁଣୀ ବଳି ପଡିଲା । ବଡଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଲେ । ବିଳମ୍ପିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ବଳି ପଡିଲା । କୋଭିଡ କଟକଣା ନିୟମ ଅନୁଯାୟୀ ବଳି ପଡିଲା । ପୋଲିସ ପ୍ରଶାସନ ଉପସ୍ଥିତରେ ବଳି ପଡିଲା । ବଳି ପଡିବା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଶୃଙ୍ଖଳା ସହିତ ଶୁଲିଆ ଯାତ୍ରା ହୋଇଛି । କୌଣସି ପ୍ରକାର ବିଶୃଙ୍ଖଳା ଘଟି ନାହିଁ । ଦୋକାନ ବଜାର ବନ୍ଦ କରାଯାଇଥିଲା ।