ସହିଦନଗର-ସତସଙ୍ଗବିହାର ମଧ୍ୟରେ ଫୁଟ୍ ଓଭର ବ୍ରିଜ

ସହିଦନଗର-ସତସଙ୍ଗବିହାର ମଧ୍ୟରେ ଫୁଟ୍ ଓଭର ବ୍ରିଜ

ସହିଦନଗର-ସତସଙ୍ଗବିହାର ମଧ୍ୟରେ ଫୁଟ୍ ଓଭର ବ୍ରିଜ
ଭୁବନେଶ୍ୱର: ସହିଦନଗର ଓ ସତସଙ୍ଗବିହାର ମଧ୍ୟରେ ଫୁଟ ଓଭର ବି୍ରଜ ହେ ହେବ । ଫୁଟ ଓଭର ବ୍ରିଜ ନିର୍ମାଣ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ୧୩୦୦ ମିଟର ଲମ୍ବର ବ୍ୟବଧାନରେ ଫୁଟ ଓଭର ବ୍ରିଜ ନିର୍ମାଣ ହେବ । ଫୁଟ ଓଭର ବ୍ରିଜ ନିର୍ମାଣ ଲାଗି ବହୁ ଦିନରୁ ଦାବି କରାଯାଉଥିଲା । ୧୩୦୦ ମିଟର ଲମ୍ବର ବ୍ୟବଧାନରେ ଫୁଟ ଓଭର ବ୍ରିଜ ନିର୍ମାଣ ହେବ । ଫୁଟ ଓଭର ବ୍ରିଜ ନିମନ୍ତେ ୧.୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ । ଏନେଇ ଏନଏଚଏଆଇ ପକ୍ଷରୁ ଚିଠି ଭୁବନେଶ୍ୱର ସ୍ଥିତ ପ୍ରକଳ୍ପ ନିଦେ୍ର୍ଧଶକଙ୍କୁ ଆସିଛି । ବ୍ରିଜ ନିମାଣ ପାଇଁ ଏନଏଚଏଆଇକୁ ଅପରାଜିତା ଷଡଙ୍ଗୀ ଅନୁରୋଧ କରିଥିଲେ ।