ରାଜଧାନୀରୁ ସେକ୍ସ ର‌୍ୟାକେଟ ଠାବ

ରାଜଧାନୀରୁ ସେକ୍ସ ର‌୍ୟାକେଟ ଠାବ

ରାଜଧାନୀରୁ ସେକ୍ସ ର‌୍ୟାକେଟ ଠାବ
ଭୁବନେଶ୍ୱର:ଭୁବନେଶ୍ୱର ବରମୁଣ୍ଡାର ଏକ ଲଜରୁ ସେକ୍ସ ର‌୍ୟାକେଟ ଠାବ ହୋଇଛି । ଖଣ୍ଡଗିରି ଥାନା ପୋଲିସ ସେକ୍ସ ର‌୍ୟାକେଟ ପର୍ଦ୍ଦାଫାସ କରିଛନ୍ତି । ବରମୁଣ୍ଡା ଅଂଚଳରେ ଥିବା ଏକ ଲଜରେ ପୋଲିସ ଚଢାଇ କରି ୩ ବଙ୍ଗୀୟ ଯୁବତୀ ଉଦ୍ଧାର କରିବା ସହିତ ଲଜ୍ ମାଲିକ ଓ ଦଲାଲକୁ ଗିରଫ କରିଥିଲେ । ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ଖଣ୍ଡଗିରି ପୋଲିସ ।