ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇଥିବାବେଳେ ୪ ଜଣ ମୃତୁ୍ୟବରଣ କରିଛନ୍ତି । ଆଜି ଚିହ୍ନଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରେ ୧୬, ଗଂଜାମରେ ୧୫, ପୁରୀରେ ୪, କେନ୍ଦ୍ରାପଡ଼ାରେ ୩, ନୟାଗଡ଼ରେ ୩, ବଲାଙ୍ଗୀରରେ ୨, କନ୍ଧମାଳରେ ୨, ବୌଦ୍ଧରେ ୧, କଟକରେ ୧ ଓ ଖୋର୍ଦ୍ଧାରେ ଜଣେ ଅଛନ୍ତି । ଏହି ୪୮ ଜଣଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଂଟାଇନରେ ଥିବାବେଳେ ଜଣେ ଜେଲରେ ଅଛନ୍ତି ।